# But Jesus called them to him ଯୀଶୁ ଲୋକମାନଙ୍କୁ ସେମାନଙ୍କ ଶିଶୁମାନଙ୍କୁ ତାଙ୍କ ନିକଟକୁ ଆଣିବା ପାଇଁ କହିଲେ # Permit the little children to come to me, and do not forbid them ଏହି ଦୁଇଟି ବାକ୍ୟର ଏକାପରି ଅର୍ଥ ରହିଛି ଏବଂ ଗୁରୁତ୍ଵ ଆରୋପ କରିବା ନିମନ୍ତେ ସେଗୁଡିକୁ ଏକତ୍ର ସଂଯୁକ୍ତ କରାଯାଇଛି I କେତେକ ଭାଷା ଭିନ୍ନ ପ୍ରକାରେ ଗୁରୁତ୍ଵ ଆରୋପ କରିଥାଆନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ନିଶ୍ଚିତ ରୂପେ ଶିଶୁମାନଙ୍କୁ ମୋ’ ନିକଟକୁ ଆସିବାକୁ ଦେବ”(ଦେଖ: [[rc://*/ta/man/translate/figs-parallelism]]) # For ... belongs to such ones ଏହାକୁ ଉପମା ଭାବରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ସାନ ଶିଶୁମାନଙ୍କ ପରି ଲୋକମାନଙ୍କର ଏହା ଅଧିକାର ଅଟେ” (ଦେଖ: [[rc://*/ta/man/translate/figs-simile]])