or_tn/luk/18/16.md

12 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# But Jesus called them to him
ଯୀଶୁ ଲୋକମାନଙ୍କୁ ସେମାନଙ୍କ ଶିଶୁମାନଙ୍କୁ ତାଙ୍କ ନିକଟକୁ ଆଣିବା ପାଇଁ କହିଲେ
# Permit the little children to come to me, and do not forbid them
ଏହି ଦୁଇଟି ବାକ୍ୟର ଏକାପରି ଅର୍ଥ ରହିଛି ଏବଂ ଗୁରୁତ୍ଵ ଆରୋପ କରିବା ନିମନ୍ତେ ସେଗୁଡିକୁ ଏକତ୍ର ସଂଯୁକ୍ତ କରାଯାଇଛି I କେତେକ ଭାଷା ଭିନ୍ନ ପ୍ରକାରେ ଗୁରୁତ୍ଵ ଆରୋପ କରିଥାଆନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ନିଶ୍ଚିତ ରୂପେ ଶିଶୁମାନଙ୍କୁ ମୋ’ ନିକଟକୁ ଆସିବାକୁ ଦେବ”(ଦେଖ: [[rc://*/ta/man/translate/figs-parallelism]])
# For ... belongs to such ones
ଏହାକୁ ଉପମା ଭାବରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ସାନ ଶିଶୁମାନଙ୍କ ପରି ଲୋକମାନଙ୍କର ଏହା ଅଧିକାର ଅଟେ” (ଦେଖ: [[rc://*/ta/man/translate/figs-simile]])