or_tn/luk/17/31.md

16 lines
1.0 KiB
Markdown

# the one who is on the housetop ... do not let him go down
ଯିଏ ଘରର ଛାତ ଉପରେ ରହିଛି ସେ ତଳକୁ ଆଦୌ ନ ଆସୁ ବା “ଯଦି କେହି ଆପଣା ଗୃହର ଛାତ ଉପରେ ଅଛି, ସେ ନିଶ୍ଚିତ ଭାବରେ ତଳକୁ ନ ଯାଉ”
# on the housetop
ସେମାନଙ୍କ ଘରର ଛାତଗୁଡିକ ସମତଳବିଶିଷ୍ଟ ଥିଲା ଓ ଲୋକମାନେ ସେଗୁଡିକ ଉପରେ ଚାଲି ପାରୁଥିଲେ ବା ବସି ପାରୁଥିଲେ I
# his goods
ତାହାର ସମ୍ପତ୍ତିଗୁଡିକ ବା “ତାହାର ବିଷୟଗୁଡିକ”
# let him turn back
ସେମାନେ କୌଣସି ଜିନିଷ ଆଣିବା ପାଇଁ ଘରକୁ ଫେରି ନ ଯାଆନ୍ତୁ I ସେମାନଙ୍କୁ ଶୀଘ୍ର ପଳାୟନ କରିବାକୁ ହେବ I (ଦେଖ: [[rc://*/ta/man/translate/figs-explicit]])