# the one who is on the housetop ... do not let him go down ଯିଏ ଘରର ଛାତ ଉପରେ ରହିଛି ସେ ତଳକୁ ଆଦୌ ନ ଆସୁ ବା “ଯଦି କେହି ଆପଣା ଗୃହର ଛାତ ଉପରେ ଅଛି, ସେ ନିଶ୍ଚିତ ଭାବରେ ତଳକୁ ନ ଯାଉ” # on the housetop ସେମାନଙ୍କ ଘରର ଛାତଗୁଡିକ ସମତଳବିଶିଷ୍ଟ ଥିଲା ଓ ଲୋକମାନେ ସେଗୁଡିକ ଉପରେ ଚାଲି ପାରୁଥିଲେ ବା ବସି ପାରୁଥିଲେ I # his goods ତାହାର ସମ୍ପତ୍ତିଗୁଡିକ ବା “ତାହାର ବିଷୟଗୁଡିକ” # let him turn back ସେମାନେ କୌଣସି ଜିନିଷ ଆଣିବା ପାଇଁ ଘରକୁ ଫେରି ନ ଯାଆନ୍ତୁ I ସେମାନଙ୍କୁ ଶୀଘ୍ର ପଳାୟନ କରିବାକୁ ହେବ I (ଦେଖ: [[rc://*/ta/man/translate/figs-explicit]])