or_tn/luk/17/31.md

1.0 KiB

the one who is on the housetop ... do not let him go down

ଯିଏ ଘରର ଛାତ ଉପରେ ରହିଛି ସେ ତଳକୁ ଆଦୌ ନ ଆସୁ ବା “ଯଦି କେହି ଆପଣା ଗୃହର ଛାତ ଉପରେ ଅଛି, ସେ ନିଶ୍ଚିତ ଭାବରେ ତଳକୁ ନ ଯାଉ”

on the housetop

ସେମାନଙ୍କ ଘରର ଛାତଗୁଡିକ ସମତଳବିଶିଷ୍ଟ ଥିଲା ଓ ଲୋକମାନେ ସେଗୁଡିକ ଉପରେ ଚାଲି ପାରୁଥିଲେ ବା ବସି ପାରୁଥିଲେ I

his goods

ତାହାର ସମ୍ପତ୍ତିଗୁଡିକ ବା “ତାହାର ବିଷୟଗୁଡିକ”

let him turn back

ସେମାନେ କୌଣସି ଜିନିଷ ଆଣିବା ପାଇଁ ଘରକୁ ଫେରି ନ ଯାଆନ୍ତୁ I ସେମାନଙ୍କୁ ଶୀଘ୍ର ପଳାୟନ କରିବାକୁ ହେବ I (ଦେଖ: rc://*/ta/man/translate/figs-explicit)