or_tn/luk/14/24.md

1016 B

For I say to you

“ତୁମ୍ଭେମାନେ” ଶବ୍ଦ ବହୁବଚନ ବିଶିଷ୍ଟ ଅଟେ, ତେଣୁ ଏହା ଅସ୍ପଷ୍ଟ ଯେ ଏହା କାହା ପ୍ରତି ସମ୍ବୋଧନ କରାଯାଇଛି (ଦେଖ: rc://*/ta/man/translate/figs-you)

those men

ଏଠାରେ “ଲୋକମାନେ” ଶବ୍ଦ “ବୟୋପ୍ରାପ୍ତ ପୁରୁଷମାନଙ୍କୁ” ବୁଝାଏ ଏବଂ କେବଳ ସାଧାରଣ ଲୋକମାନଙ୍କୁ ବୁଝାଏ ନାହିଁ I

who were invited

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ମୁଁ ଯେଉଁମାନଙ୍କୁ ନିମନ୍ତ୍ରଣ କରିଥିଲି” (ଦେଖ: rc://*/ta/man/translate/figs-activepassive)

will taste my dinner

ମୁଁ ପ୍ରସ୍ତୁତ କରିଥିବା ଭୋଜନ ଉପଭୋଗ କରିବେ