or_tn/luk/14/24.md

16 lines
1016 B
Markdown
Raw Permalink Normal View History

2020-11-19 00:15:53 +00:00
# For I say to you
“ତୁମ୍ଭେମାନେ” ଶବ୍ଦ ବହୁବଚନ ବିଶିଷ୍ଟ ଅଟେ, ତେଣୁ ଏହା ଅସ୍ପଷ୍ଟ ଯେ ଏହା କାହା ପ୍ରତି ସମ୍ବୋଧନ କରାଯାଇଛି (ଦେଖ: [[rc://*/ta/man/translate/figs-you]])
# those men
ଏଠାରେ “ଲୋକମାନେ” ଶବ୍ଦ “ବୟୋପ୍ରାପ୍ତ ପୁରୁଷମାନଙ୍କୁ” ବୁଝାଏ ଏବଂ କେବଳ ସାଧାରଣ ଲୋକମାନଙ୍କୁ ବୁଝାଏ ନାହିଁ I
# who were invited
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ମୁଁ ଯେଉଁମାନଙ୍କୁ ନିମନ୍ତ୍ରଣ କରିଥିଲି” (ଦେଖ: [[rc://*/ta/man/translate/figs-activepassive]])
# will taste my dinner
ମୁଁ ପ୍ରସ୍ତୁତ କରିଥିବା ଭୋଜନ ଉପଭୋଗ କରିବେ