# For I say to you “ତୁମ୍ଭେମାନେ” ଶବ୍ଦ ବହୁବଚନ ବିଶିଷ୍ଟ ଅଟେ, ତେଣୁ ଏହା ଅସ୍ପଷ୍ଟ ଯେ ଏହା କାହା ପ୍ରତି ସମ୍ବୋଧନ କରାଯାଇଛି (ଦେଖ: [[rc://*/ta/man/translate/figs-you]]) # those men ଏଠାରେ “ଲୋକମାନେ” ଶବ୍ଦ “ବୟୋପ୍ରାପ୍ତ ପୁରୁଷମାନଙ୍କୁ” ବୁଝାଏ ଏବଂ କେବଳ ସାଧାରଣ ଲୋକମାନଙ୍କୁ ବୁଝାଏ ନାହିଁ I # who were invited ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ମୁଁ ଯେଉଁମାନଙ୍କୁ ନିମନ୍ତ୍ରଣ କରିଥିଲି” (ଦେଖ: [[rc://*/ta/man/translate/figs-activepassive]]) # will taste my dinner ମୁଁ ପ୍ରସ୍ତୁତ କରିଥିବା ଭୋଜନ ଉପଭୋଗ କରିବେ