or_tn/luk/14/16.md

1.1 KiB

But Jesus said to him

ଯୀଶୁ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କଲେ I (ଦେଖ: rc://*/ta/man/translate/figs-parables)

A certain man prepared a large dinner and invited many

ପାଠକ ଅନୁମାନ କରିପାରିବା ଉଚିତ୍ ଯେ ହୁଏତ ସେହି ଲୋକର ଦାସମାନେ ଭୋଜନ ପ୍ରସ୍ତୁତ କରିସାରିଛନ୍ତି ଏବଂ ସେ ଅତିଥିମାନଙ୍କୁ ନିମନ୍ତ୍ରଣ କରିବ I (ଦେଖ: rc://*/ta/man/translate/figs-explicit)

A certain man

ଏହି ବାକ୍ୟାଂଶ ଜଣେ ଲୋକକୁ ଉଲ୍ଲେଖ କରିବା ନିମନ୍ତେ ଏକ ଶୈଳୀ ଅଟେ, ଯହିଁରେ ତାହାର ପରିଚୟ ସମ୍ପର୍କରେ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ ଦିଆଯାଇନାହିଁ I

invited many

ଅନେକ ଲୋକମାନଙ୍କୁ ନିମନ୍ତ୍ରଣ କଲେ ବା “ଅନେକ ଅତିଥିମାନଙ୍କୁ ନିମନ୍ତ୍ରଣ କଲେ”