or_tn/luk/14/16.md

16 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# But Jesus said to him
ଯୀଶୁ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କଲେ I (ଦେଖ: [[rc://*/ta/man/translate/figs-parables]])
# A certain man prepared a large dinner and invited many
ପାଠକ ଅନୁମାନ କରିପାରିବା ଉଚିତ୍ ଯେ ହୁଏତ ସେହି ଲୋକର ଦାସମାନେ ଭୋଜନ ପ୍ରସ୍ତୁତ କରିସାରିଛନ୍ତି ଏବଂ ସେ ଅତିଥିମାନଙ୍କୁ ନିମନ୍ତ୍ରଣ କରିବ I (ଦେଖ: [[rc://*/ta/man/translate/figs-explicit]])
# A certain man
ଏହି ବାକ୍ୟାଂଶ ଜଣେ ଲୋକକୁ ଉଲ୍ଲେଖ କରିବା ନିମନ୍ତେ ଏକ ଶୈଳୀ ଅଟେ, ଯହିଁରେ ତାହାର ପରିଚୟ ସମ୍ପର୍କରେ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ ଦିଆଯାଇନାହିଁ I
# invited many
ଅନେକ ଲୋକମାନଙ୍କୁ ନିମନ୍ତ୍ରଣ କଲେ ବା “ଅନେକ ଅତିଥିମାନଙ୍କୁ ନିମନ୍ତ୍ରଣ କଲେ”