# But Jesus said to him ଯୀଶୁ ଏକ ଦୃଷ୍ଟାନ୍ତ କହିବା ଆରମ୍ଭ କଲେ I (ଦେଖ: [[rc://*/ta/man/translate/figs-parables]]) # A certain man prepared a large dinner and invited many ପାଠକ ଅନୁମାନ କରିପାରିବା ଉଚିତ୍ ଯେ ହୁଏତ ସେହି ଲୋକର ଦାସମାନେ ଭୋଜନ ପ୍ରସ୍ତୁତ କରିସାରିଛନ୍ତି ଏବଂ ସେ ଅତିଥିମାନଙ୍କୁ ନିମନ୍ତ୍ରଣ କରିବ I (ଦେଖ: [[rc://*/ta/man/translate/figs-explicit]]) # A certain man ଏହି ବାକ୍ୟାଂଶ ଜଣେ ଲୋକକୁ ଉଲ୍ଲେଖ କରିବା ନିମନ୍ତେ ଏକ ଶୈଳୀ ଅଟେ, ଯହିଁରେ ତାହାର ପରିଚୟ ସମ୍ପର୍କରେ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ ଦିଆଯାଇନାହିଁ I # invited many ଅନେକ ଲୋକମାନଙ୍କୁ ନିମନ୍ତ୍ରଣ କଲେ ବା “ଅନେକ ଅତିଥିମାନଙ୍କୁ ନିମନ୍ତ୍ରଣ କଲେ”