or_tn/luk/14/10.md

1.2 KiB

Connecting Statement:

ଫାରୂଶୀଙ୍କ ଗୃହରେ ଥିବା ଲୋକମାନଙ୍କୁ ଯୀଶୁ କଥା କହିବା ଜାରି ରଖିଛନ୍ତି I

when you are invited

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଯେତେବେଳେ କେହି ତୁମକୁ ନିମନ୍ତ୍ରଣ କରେ” (ଦେଖ: rc://*/ta/man/translate/figs-activepassive)

the last place

ଯେଉଁ ଆସନ କମ୍ ଗୁରୁତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ନିମନ୍ତେ ଉଦ୍ଦିଷ୍ଟ

come up higher

ଅଧିକ ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ନିମନ୍ତେ ଉଦ୍ଦିଷ୍ଟ ଆସନକୁ ଉଠି ଯିବା

Then you will be honored

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ତାହାହେଲେ ତୁମକୁ ନିମନ୍ତ୍ରଣ କରିଥିବା ବ୍ୟକ୍ତି ତୁମକୁ ସମାନିତ କରିବେ” (ଦେଖ: rc://*/ta/man/translate/figs-activepassive)