# Connecting Statement: ଫାରୂଶୀଙ୍କ ଗୃହରେ ଥିବା ଲୋକମାନଙ୍କୁ ଯୀଶୁ କଥା କହିବା ଜାରି ରଖିଛନ୍ତି I # when you are invited ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଯେତେବେଳେ କେହି ତୁମକୁ ନିମନ୍ତ୍ରଣ କରେ” (ଦେଖ: [[rc://*/ta/man/translate/figs-activepassive]]) # the last place ଯେଉଁ ଆସନ କମ୍ ଗୁରୁତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ନିମନ୍ତେ ଉଦ୍ଦିଷ୍ଟ # come up higher ଅଧିକ ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ନିମନ୍ତେ ଉଦ୍ଦିଷ୍ଟ ଆସନକୁ ଉଠି ଯିବା # Then you will be honored ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ତାହାହେଲେ ତୁମକୁ ନିମନ୍ତ୍ରଣ କରିଥିବା ବ୍ୟକ୍ତି ତୁମକୁ ସମାନିତ କରିବେ” (ଦେଖ: [[rc://*/ta/man/translate/figs-activepassive]])