or_tn/luk/14/10.md

20 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଫାରୂଶୀଙ୍କ ଗୃହରେ ଥିବା ଲୋକମାନଙ୍କୁ ଯୀଶୁ କଥା କହିବା ଜାରି ରଖିଛନ୍ତି I
# when you are invited
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ଯେତେବେଳେ କେହି ତୁମକୁ ନିମନ୍ତ୍ରଣ କରେ” (ଦେଖ: [[rc://*/ta/man/translate/figs-activepassive]])
# the last place
ଯେଉଁ ଆସନ କମ୍ ଗୁରୁତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ନିମନ୍ତେ ଉଦ୍ଦିଷ୍ଟ
# come up higher
ଅଧିକ ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ନିମନ୍ତେ ଉଦ୍ଦିଷ୍ଟ ଆସନକୁ ଉଠି ଯିବା
# Then you will be honored
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “ତାହାହେଲେ ତୁମକୁ ନିମନ୍ତ୍ରଣ କରିଥିବା ବ୍ୟକ୍ତି ତୁମକୁ ସମାନିତ କରିବେ” (ଦେଖ: [[rc://*/ta/man/translate/figs-activepassive]])