or_tn/luk/12/07.md

12 lines
1020 B
Markdown

# even the hairs of your head are all numbered
ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: “ଈଶ୍ୱର ଏପରିକି ଜାଣନ୍ତି ଯେ ତୁମର ମସ୍ତକରେ କେତେ ସଂଖ୍ୟକ କେଶ ଅଛି” (ଦେଖ: [[rc://*/ta/man/translate/figs-activepassive]])
# Do not fear
ଭୟର କାରଣ ଉଲ୍ଲେଖ ହୋଇନାହିଁ I ସାମ୍ଭାବ୍ୟ ଅର୍ଥଗୁଡିକ 1) ତୁମ୍ଭ ପ୍ରତି କ’ଣ ଘଟିବ ସେଥିପାଇଁ ଭୟ କର ନାହିଁ ବା 2) ଅତଏବ, ତୁମ୍ଭର କ୍ଷତି କରିପାରିବା ଲୋକମାନଙ୍କ ପ୍ରତି ଭୟଭୀତ ହୁଅ ନାହିଁ”
# You are more valuable than many sparrows
ତୁମେ ଈଶ୍ୱରଙ୍କ ନିକଟରେ ଅନେକ ଘରଚଟିଆଠାରୁ ମୂଲ୍ୟବାନ୍ ଅଟ I