or_tn/luk/12/07.md

1020 B

even the hairs of your head are all numbered

ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: “ଈଶ୍ୱର ଏପରିକି ଜାଣନ୍ତି ଯେ ତୁମର ମସ୍ତକରେ କେତେ ସଂଖ୍ୟକ କେଶ ଅଛି” (ଦେଖ: rc://*/ta/man/translate/figs-activepassive)

Do not fear

ଭୟର କାରଣ ଉଲ୍ଲେଖ ହୋଇନାହିଁ I ସାମ୍ଭାବ୍ୟ ଅର୍ଥଗୁଡିକ 1) ତୁମ୍ଭ ପ୍ରତି କ’ଣ ଘଟିବ ସେଥିପାଇଁ ଭୟ କର ନାହିଁ ବା 2) ଅତଏବ, ତୁମ୍ଭର କ୍ଷତି କରିପାରିବା ଲୋକମାନଙ୍କ ପ୍ରତି ଭୟଭୀତ ହୁଅ ନାହିଁ”

You are more valuable than many sparrows

ତୁମେ ଈଶ୍ୱରଙ୍କ ନିକଟରେ ଅନେକ ଘରଚଟିଆଠାରୁ ମୂଲ୍ୟବାନ୍ ଅଟ I