# even the hairs of your head are all numbered ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରେ I ବିକଳ୍ପ ଅନୁବାଦ: “ଈଶ୍ୱର ଏପରିକି ଜାଣନ୍ତି ଯେ ତୁମର ମସ୍ତକରେ କେତେ ସଂଖ୍ୟକ କେଶ ଅଛି” (ଦେଖ: [[rc://*/ta/man/translate/figs-activepassive]]) # Do not fear ଭୟର କାରଣ ଉଲ୍ଲେଖ ହୋଇନାହିଁ I ସାମ୍ଭାବ୍ୟ ଅର୍ଥଗୁଡିକ 1) ତୁମ୍ଭ ପ୍ରତି କ’ଣ ଘଟିବ ସେଥିପାଇଁ ଭୟ କର ନାହିଁ ବା 2) ଅତଏବ, ତୁମ୍ଭର କ୍ଷତି କରିପାରିବା ଲୋକମାନଙ୍କ ପ୍ରତି ଭୟଭୀତ ହୁଅ ନାହିଁ” # You are more valuable than many sparrows ତୁମେ ଈଶ୍ୱରଙ୍କ ନିକଟରେ ଅନେକ ଘରଚଟିଆଠାରୁ ମୂଲ୍ୟବାନ୍ ଅଟ I