or_tn/luk/10/30.md

1.2 KiB

In reply, Jesus saidSo Jesus answered and said

ଯୀଶୁ ସେହି ବ୍ୟକ୍ତିର ପ୍ରଶ୍ନର ଉତ୍ତର ଏକ ଦୃଷ୍ଟାନ୍ତ କହିବା ଦ୍ୱାରା ଦିଅନ୍ତି I ବିକଳ୍ପ ଅନୁବାଦ: “ସେହି ବ୍ୟକ୍ତିର ପ୍ରଶ୍ନର ଏକ ଉତ୍ତର ଭାବରେ ଯୀଶୁ ତାହାକୁ ଏହି କାହାଣୀ କହନ୍ତି” (ଦେଖ: rc://*/ta/man/translate/figs-parables)

A certain man

ଏହା ଦୃଷ୍ଟାନ୍ତରେ ଏକ ନୂତନ ଚରିତ୍ରର ପରିଚୟ ଦିଏ I (ଦେଖ: rc://*/ta/man/translate/writing-participants)

He fell among robbers, who

ସେ ଡକାୟତମାନଙ୍କ ଦ୍ୱାରା ବେଷ୍ଟିତ ହୋଇଥିଲା, ଯେଉଁମାନେ ବା ତାକୁ କିଛି ଡକାୟତମାନେ ଆକ୍ରମଣ କଲେ I ସେମାନେ”

having stripped

ତା’ର ସବୁକିଛି ନେଇଗଲେ ବା “ତା’ର ସବୁକିଛି ଚୋରି କରି ନେଲେ”

half dead

ଋଢ଼ିର ଅର୍ଥ “ପ୍ରାୟ ମୃତ I” (ଦେଖ: rc://*/ta/man/translate/figs-idiom)