or_tn/luk/10/30.md

20 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# In reply, Jesus saidSo Jesus answered and said
ଯୀଶୁ ସେହି ବ୍ୟକ୍ତିର ପ୍ରଶ୍ନର ଉତ୍ତର ଏକ ଦୃଷ୍ଟାନ୍ତ କହିବା ଦ୍ୱାରା ଦିଅନ୍ତି I ବିକଳ୍ପ ଅନୁବାଦ: “ସେହି ବ୍ୟକ୍ତିର ପ୍ରଶ୍ନର ଏକ ଉତ୍ତର ଭାବରେ ଯୀଶୁ ତାହାକୁ ଏହି କାହାଣୀ କହନ୍ତି” (ଦେଖ: [[rc://*/ta/man/translate/figs-parables]])
# A certain man
ଏହା ଦୃଷ୍ଟାନ୍ତରେ ଏକ ନୂତନ ଚରିତ୍ରର ପରିଚୟ ଦିଏ I (ଦେଖ: [[rc://*/ta/man/translate/writing-participants]])
# He fell among robbers, who
ସେ ଡକାୟତମାନଙ୍କ ଦ୍ୱାରା ବେଷ୍ଟିତ ହୋଇଥିଲା, ଯେଉଁମାନେ ବା ତାକୁ କିଛି ଡକାୟତମାନେ ଆକ୍ରମଣ କଲେ I ସେମାନେ”
# having stripped
ତା’ର ସବୁକିଛି ନେଇଗଲେ ବା “ତା’ର ସବୁକିଛି ଚୋରି କରି ନେଲେ”
# half dead
ଋଢ଼ିର ଅର୍ଥ “ପ୍ରାୟ ମୃତ I” (ଦେଖ: [[rc://*/ta/man/translate/figs-idiom]])