# In reply, Jesus saidSo Jesus answered and said ଯୀଶୁ ସେହି ବ୍ୟକ୍ତିର ପ୍ରଶ୍ନର ଉତ୍ତର ଏକ ଦୃଷ୍ଟାନ୍ତ କହିବା ଦ୍ୱାରା ଦିଅନ୍ତି I ବିକଳ୍ପ ଅନୁବାଦ: “ସେହି ବ୍ୟକ୍ତିର ପ୍ରଶ୍ନର ଏକ ଉତ୍ତର ଭାବରେ ଯୀଶୁ ତାହାକୁ ଏହି କାହାଣୀ କହନ୍ତି” (ଦେଖ: [[rc://*/ta/man/translate/figs-parables]]) # A certain man ଏହା ଦୃଷ୍ଟାନ୍ତରେ ଏକ ନୂତନ ଚରିତ୍ରର ପରିଚୟ ଦିଏ I (ଦେଖ: [[rc://*/ta/man/translate/writing-participants]]) # He fell among robbers, who ସେ ଡକାୟତମାନଙ୍କ ଦ୍ୱାରା ବେଷ୍ଟିତ ହୋଇଥିଲା, ଯେଉଁମାନେ ବା ତାକୁ କିଛି ଡକାୟତମାନେ ଆକ୍ରମଣ କଲେ I ସେମାନେ” # having stripped ତା’ର ସବୁକିଛି ନେଇଗଲେ ବା “ତା’ର ସବୁକିଛି ଚୋରି କରି ନେଲେ” # half dead ଋଢ଼ିର ଅର୍ଥ “ପ୍ରାୟ ମୃତ I” (ଦେଖ: [[rc://*/ta/man/translate/figs-idiom]])