or_tn/luk/10/24.md

1.3 KiB

and did not see them

ଏହା ସୂଚାଇ ଥାଏ ଯେ ଯୀଶୁ ସେପର୍ଯ୍ୟନ୍ତ ସେହି କାର୍ଯ୍ୟଗୁଡିକ କରୁ ନ ଥିଲେ I ବିକଳ୍ପ ଅନୁବାଦ: “କିନ୍ତୁ ସେମାନେ ଦେଖି ପାରିଲେ ନାହିଁ କାରଣ ମୁଁ ସେପର୍ଯ୍ୟନ୍ତ ସେଗୁଡିକ କରୁ ନ ଥିଲି” (ଦେଖ: rc://*/ta/man/translate/figs-explicit)

what you hear

ଏହା ବୋଧହୁଏ ଯୀଶୁଙ୍କ ଶିକ୍ଷାକୁ ସୂଚାଇଥାଏ I ବିକଳ୍ପ ଅନୁବାଦ: “ମୁଁ କହୁଥିବା ଯାହାସବୁ ତୁମ୍ଭେମାନେ ଶୁଣୁଅଛ”(ଦେଖ: rc://*/ta/man/translate/figs-explicit)

and did not hear them

ଏହା ସୂଚାଇ ଥାଏ ଯେ ଯୀଶୁ ସେପର୍ଯ୍ୟନ୍ତ ଶିକ୍ଷା ଦେଇ ନ ଥିଲେ I ବିକଳ୍ପ ଅନୁବାଦ: “କିନ୍ତୁ ସେଗୁଡିକ ଶୁଣିପାରିଲେ ନାହିଁ କାରଣ ମୁଁ ସେପର୍ଯ୍ୟନ୍ତ ଶିକ୍ଷା ଦେବା ଆରମ୍ଭ କରି ନ ଥିଲି” (ଦେଖ: rc://*/ta/man/translate/figs-explicit)