# and did not see them ଏହା ସୂଚାଇ ଥାଏ ଯେ ଯୀଶୁ ସେପର୍ଯ୍ୟନ୍ତ ସେହି କାର୍ଯ୍ୟଗୁଡିକ କରୁ ନ ଥିଲେ I ବିକଳ୍ପ ଅନୁବାଦ: “କିନ୍ତୁ ସେମାନେ ଦେଖି ପାରିଲେ ନାହିଁ କାରଣ ମୁଁ ସେପର୍ଯ୍ୟନ୍ତ ସେଗୁଡିକ କରୁ ନ ଥିଲି” (ଦେଖ: [[rc://*/ta/man/translate/figs-explicit]]) # what you hear ଏହା ବୋଧହୁଏ ଯୀଶୁଙ୍କ ଶିକ୍ଷାକୁ ସୂଚାଇଥାଏ I ବିକଳ୍ପ ଅନୁବାଦ: “ମୁଁ କହୁଥିବା ଯାହାସବୁ ତୁମ୍ଭେମାନେ ଶୁଣୁଅଛ”(ଦେଖ: [[rc://*/ta/man/translate/figs-explicit]]) # and did not hear them ଏହା ସୂଚାଇ ଥାଏ ଯେ ଯୀଶୁ ସେପର୍ଯ୍ୟନ୍ତ ଶିକ୍ଷା ଦେଇ ନ ଥିଲେ I ବିକଳ୍ପ ଅନୁବାଦ: “କିନ୍ତୁ ସେଗୁଡିକ ଶୁଣିପାରିଲେ ନାହିଁ କାରଣ ମୁଁ ସେପର୍ଯ୍ୟନ୍ତ ଶିକ୍ଷା ଦେବା ଆରମ୍ଭ କରି ନ ଥିଲି” (ଦେଖ: [[rc://*/ta/man/translate/figs-explicit]])