or_tn/luk/10/24.md

12 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# and did not see them
ଏହା ସୂଚାଇ ଥାଏ ଯେ ଯୀଶୁ ସେପର୍ଯ୍ୟନ୍ତ ସେହି କାର୍ଯ୍ୟଗୁଡିକ କରୁ ନ ଥିଲେ I ବିକଳ୍ପ ଅନୁବାଦ: “କିନ୍ତୁ ସେମାନେ ଦେଖି ପାରିଲେ ନାହିଁ କାରଣ ମୁଁ ସେପର୍ଯ୍ୟନ୍ତ ସେଗୁଡିକ କରୁ ନ ଥିଲି” (ଦେଖ: [[rc://*/ta/man/translate/figs-explicit]])
# what you hear
ଏହା ବୋଧହୁଏ ଯୀଶୁଙ୍କ ଶିକ୍ଷାକୁ ସୂଚାଇଥାଏ I ବିକଳ୍ପ ଅନୁବାଦ: “ମୁଁ କହୁଥିବା ଯାହାସବୁ ତୁମ୍ଭେମାନେ ଶୁଣୁଅଛ”(ଦେଖ: [[rc://*/ta/man/translate/figs-explicit]])
# and did not hear them
ଏହା ସୂଚାଇ ଥାଏ ଯେ ଯୀଶୁ ସେପର୍ଯ୍ୟନ୍ତ ଶିକ୍ଷା ଦେଇ ନ ଥିଲେ I ବିକଳ୍ପ ଅନୁବାଦ: “କିନ୍ତୁ ସେଗୁଡିକ ଶୁଣିପାରିଲେ ନାହିଁ କାରଣ ମୁଁ ସେପର୍ଯ୍ୟନ୍ତ ଶିକ୍ଷା ଦେବା ଆରମ୍ଭ କରି ନ ଥିଲି” (ଦେଖ: [[rc://*/ta/man/translate/figs-explicit]])