or_tn/luk/09/51.md

937 B

General Information:

ବର୍ତ୍ତମାନ ଏହା ସୁସ୍ପଷ୍ଟ ଯେ ଯୀଶୁ ଯିରୂଶାଲମକୁ ଯିବା ନିମନ୍ତେ ସିଦ୍ଧାନ୍ତ ନେଇଛନ୍ତି I

when the days drew near for him to be taken up

ଯେତେବେଳେ ଊର୍ଦ୍ଧ୍ୱକୁ ଯିବା ନିମନ୍ତେ ତାଙ୍କର ସମୟ ଆସୁଥିଲା ବା “ଯେତେବେଳେ ଊର୍ଦ୍ଧ୍ୱକୁ ଯିବା ନିମନ୍ତେ ତାଙ୍କର ସମୟ ପ୍ରାୟ ହୋଇସାରିଥିଲା”

set his face

ଏହି ଋଢିର ଅର୍ଥ ସେ “ଦୃଢ଼ ଭାବରେ ସିଦ୍ଧାନ୍ତ କରିଥିଲେ I” ବିକଳ୍ପ ଅନୁବାଦ: “ମନସ୍ଥ କରିଥିଲେ” ବା “ସଂକଳ୍ପ କରିଥିଲେ” (ଦେଖ: rc://*/ta/man/translate/figs-idiom)