or_tn/luk/09/51.md

12 lines
937 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ବର୍ତ୍ତମାନ ଏହା ସୁସ୍ପଷ୍ଟ ଯେ ଯୀଶୁ ଯିରୂଶାଲମକୁ ଯିବା ନିମନ୍ତେ ସିଦ୍ଧାନ୍ତ ନେଇଛନ୍ତି I
# when the days drew near for him to be taken up
ଯେତେବେଳେ ଊର୍ଦ୍ଧ୍ୱକୁ ଯିବା ନିମନ୍ତେ ତାଙ୍କର ସମୟ ଆସୁଥିଲା ବା “ଯେତେବେଳେ ଊର୍ଦ୍ଧ୍ୱକୁ ଯିବା ନିମନ୍ତେ ତାଙ୍କର ସମୟ ପ୍ରାୟ ହୋଇସାରିଥିଲା”
# set his face
ଏହି ଋଢିର ଅର୍ଥ ସେ “ଦୃଢ଼ ଭାବରେ ସିଦ୍ଧାନ୍ତ କରିଥିଲେ I” ବିକଳ୍ପ ଅନୁବାଦ: “ମନସ୍ଥ କରିଥିଲେ” ବା “ସଂକଳ୍ପ କରିଥିଲେ” (ଦେଖ: [[rc://*/ta/man/translate/figs-idiom]])