# General Information: ବର୍ତ୍ତମାନ ଏହା ସୁସ୍ପଷ୍ଟ ଯେ ଯୀଶୁ ଯିରୂଶାଲମକୁ ଯିବା ନିମନ୍ତେ ସିଦ୍ଧାନ୍ତ ନେଇଛନ୍ତି I # when the days drew near for him to be taken up ଯେତେବେଳେ ଊର୍ଦ୍ଧ୍ୱକୁ ଯିବା ନିମନ୍ତେ ତାଙ୍କର ସମୟ ଆସୁଥିଲା ବା “ଯେତେବେଳେ ଊର୍ଦ୍ଧ୍ୱକୁ ଯିବା ନିମନ୍ତେ ତାଙ୍କର ସମୟ ପ୍ରାୟ ହୋଇସାରିଥିଲା” # set his face ଏହି ଋଢିର ଅର୍ଥ ସେ “ଦୃଢ଼ ଭାବରେ ସିଦ୍ଧାନ୍ତ କରିଥିଲେ I” ବିକଳ୍ପ ଅନୁବାଦ: “ମନସ୍ଥ କରିଥିଲେ” ବା “ସଂକଳ୍ପ କରିଥିଲେ” (ଦେଖ: [[rc://*/ta/man/translate/figs-idiom]])