or_tn/luk/09/32.md

1.2 KiB

Now

ମୁଖ୍ୟ କାହାଣୀ ଧାରାରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ଏହି ପଦ ଏଠାରେ ବ୍ୟବହୃତ ହୋଇଛି I ଏଠାରେ ପିତର, ଯାକୁବ ଓ ଯୋହନଙ୍କ ସମ୍ପର୍କରେ ଲୂକ ତଥ୍ୟ ପ୍ରଦାନ କରି କୁହନ୍ତି (ଦେଖ: rc://*/ta/man/translate/writing-background)

heavy with sleep

ଏହି ଋଢ଼ିର ଅର୍ଥ “ଅତିଶୟ ନିଦ୍ରାଳୁ I”

they saw his glory

ଏହା ସେମାନଙ୍କୁ ଆଚ୍ଛାଦନ କରିଥିବା ଦୀପ୍ତିମାନ ଜ୍ୟୋତିଃକୁ ସୂଚାଏ I ବିକଳ୍ପ ଅନୁବାଦ: “ସେମାନେ ଯୀଶୁଙ୍କଠାରୁ ଆସୁଥିବା ଦୀପ୍ତିମାନ ଜ୍ୟୋତିଃକୁ ଦେଖିଲେ” ବା “ସେମାନେ ଯୀଶୁଙ୍କ ଭିତରୁ ଆସୁଥିବା ଅତି ଦୀପ୍ତିମାନ ଜ୍ୟୋତିଃକୁ ଦେଖିଲେ”

the two men who were standing with him

ଏହା ମୋଶା ଏବଂ ଏଲୀୟଙ୍କୁ ସୂଚାଏ I