or_tn/luk/09/32.md

16 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Now
ମୁଖ୍ୟ କାହାଣୀ ଧାରାରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ଏହି ପଦ ଏଠାରେ ବ୍ୟବହୃତ ହୋଇଛି I ଏଠାରେ ପିତର, ଯାକୁବ ଓ ଯୋହନଙ୍କ ସମ୍ପର୍କରେ ଲୂକ ତଥ୍ୟ ପ୍ରଦାନ କରି କୁହନ୍ତି (ଦେଖ: [[rc://*/ta/man/translate/writing-background]])
# heavy with sleep
ଏହି ଋଢ଼ିର ଅର୍ଥ “ଅତିଶୟ ନିଦ୍ରାଳୁ I”
# they saw his glory
ଏହା ସେମାନଙ୍କୁ ଆଚ୍ଛାଦନ କରିଥିବା ଦୀପ୍ତିମାନ ଜ୍ୟୋତିଃକୁ ସୂଚାଏ I ବିକଳ୍ପ ଅନୁବାଦ: “ସେମାନେ ଯୀଶୁଙ୍କଠାରୁ ଆସୁଥିବା ଦୀପ୍ତିମାନ ଜ୍ୟୋତିଃକୁ ଦେଖିଲେ” ବା “ସେମାନେ ଯୀଶୁଙ୍କ ଭିତରୁ ଆସୁଥିବା ଅତି ଦୀପ୍ତିମାନ ଜ୍ୟୋତିଃକୁ ଦେଖିଲେ”
# the two men who were standing with him
ଏହା ମୋଶା ଏବଂ ଏଲୀୟଙ୍କୁ ସୂଚାଏ I