# Now ମୁଖ୍ୟ କାହାଣୀ ଧାରାରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ଏହି ପଦ ଏଠାରେ ବ୍ୟବହୃତ ହୋଇଛି I ଏଠାରେ ପିତର, ଯାକୁବ ଓ ଯୋହନଙ୍କ ସମ୍ପର୍କରେ ଲୂକ ତଥ୍ୟ ପ୍ରଦାନ କରି କୁହନ୍ତି (ଦେଖ: [[rc://*/ta/man/translate/writing-background]]) # heavy with sleep ଏହି ଋଢ଼ିର ଅର୍ଥ “ଅତିଶୟ ନିଦ୍ରାଳୁ I” # they saw his glory ଏହା ସେମାନଙ୍କୁ ଆଚ୍ଛାଦନ କରିଥିବା ଦୀପ୍ତିମାନ ଜ୍ୟୋତିଃକୁ ସୂଚାଏ I ବିକଳ୍ପ ଅନୁବାଦ: “ସେମାନେ ଯୀଶୁଙ୍କଠାରୁ ଆସୁଥିବା ଦୀପ୍ତିମାନ ଜ୍ୟୋତିଃକୁ ଦେଖିଲେ” ବା “ସେମାନେ ଯୀଶୁଙ୍କ ଭିତରୁ ଆସୁଥିବା ଅତି ଦୀପ୍ତିମାନ ଜ୍ୟୋତିଃକୁ ଦେଖିଲେ” # the two men who were standing with him ଏହା ମୋଶା ଏବଂ ଏଲୀୟଙ୍କୁ ସୂଚାଏ I