or_tn/luk/09/26.md

993 B

my words

ମୁଁ ଯାହା କହେ ବା “ମୁଁ ଯାହା ଶିକ୍ଷା ଦିଏ”

of him will the Son of Man be ashamed

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ମନୁଷ୍ୟପୁତ୍ର ମଧ୍ୟ ତାହା ବିଷୟରେ ଲଜ୍ଜା ବୋଧ କରିବେ”(ଦେଖ: rc://*/ta/man/translate/figs-activepassive)

the Son of Man ... when he comes

ଯୀଶୁ ନିଜ ବିଷୟରେ କହୁଥିଲେ I ବିକଳ୍ପ ଅନୁବାଦ: “ମୁଁ ମନୁଷ୍ୟପୁତ୍ର, ଯେତେବେଳେ ମୁଁ ଆସିବି” (ଦେଖ: rc://*/ta/man/translate/figs-123person)

the Father

ଏହା ଈଶ୍ୱରଙ୍କର ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ I(ଦେଖ: rc://*/ta/man/translate/guidelines-sonofgodprinciples)