# my words ମୁଁ ଯାହା କହେ ବା “ମୁଁ ଯାହା ଶିକ୍ଷା ଦିଏ” # of him will the Son of Man be ashamed ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ମନୁଷ୍ୟପୁତ୍ର ମଧ୍ୟ ତାହା ବିଷୟରେ ଲଜ୍ଜା ବୋଧ କରିବେ”(ଦେଖ: [[rc://*/ta/man/translate/figs-activepassive]]) # the Son of Man ... when he comes ଯୀଶୁ ନିଜ ବିଷୟରେ କହୁଥିଲେ I ବିକଳ୍ପ ଅନୁବାଦ: “ମୁଁ ମନୁଷ୍ୟପୁତ୍ର, ଯେତେବେଳେ ମୁଁ ଆସିବି” (ଦେଖ: [[rc://*/ta/man/translate/figs-123person]]) # the Father ଏହା ଈଶ୍ୱରଙ୍କର ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ I(ଦେଖ: [[rc://*/ta/man/translate/guidelines-sonofgodprinciples]])