or_tn/luk/09/26.md

16 lines
993 B
Markdown
Raw Permalink Normal View History

2020-11-19 00:15:53 +00:00
# my words
ମୁଁ ଯାହା କହେ ବା “ମୁଁ ଯାହା ଶିକ୍ଷା ଦିଏ”
# of him will the Son of Man be ashamed
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ମନୁଷ୍ୟପୁତ୍ର ମଧ୍ୟ ତାହା ବିଷୟରେ ଲଜ୍ଜା ବୋଧ କରିବେ”(ଦେଖ: [[rc://*/ta/man/translate/figs-activepassive]])
# the Son of Man ... when he comes
ଯୀଶୁ ନିଜ ବିଷୟରେ କହୁଥିଲେ I ବିକଳ୍ପ ଅନୁବାଦ: “ମୁଁ ମନୁଷ୍ୟପୁତ୍ର, ଯେତେବେଳେ ମୁଁ ଆସିବି” (ଦେଖ: [[rc://*/ta/man/translate/figs-123person]])
# the Father
ଏହା ଈଶ୍ୱରଙ୍କର ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ I(ଦେଖ: [[rc://*/ta/man/translate/guidelines-sonofgodprinciples]])