or_tn/luk/09/25.md

772 B

For what is a person profited ... but destroying or losing himself?

ଏହି ପ୍ରଶ୍ନର ବୁଝାପଡୁଥିବା ଉତ୍ତର ଏହି ଯେ ଏହା ଉତ୍ତମ ନୁହେଁ I ବିକଳ୍ପ ଅନୁବାଦ: “ଜଣେ ସମଗ୍ର ଜଗତ ଲାଭ କରେ ଓ ତା’ସତ୍ତ୍ୱେ ଆପଣାକୁ ହରାଏ, ଏହା କଦାପି ତାକୁ ଉପକାର ଦେବ ନାହିଁ I” (ଦେଖ: rc://*/ta/man/translate/figs-rquestion)

having gained the whole world

ଜଗତରେ ପ୍ରତ୍ୟେକ ବିଷୟ ପାଇବା

destroying or losing himself

ନିଜକୁ ଧ୍ଵଂସ କରିବା ବା ଆପଣା ଜୀବନ ତ୍ୟାଗ କରିବା