# For what is a person profited ... but destroying or losing himself? ଏହି ପ୍ରଶ୍ନର ବୁଝାପଡୁଥିବା ଉତ୍ତର ଏହି ଯେ ଏହା ଉତ୍ତମ ନୁହେଁ I ବିକଳ୍ପ ଅନୁବାଦ: “ଜଣେ ସମଗ୍ର ଜଗତ ଲାଭ କରେ ଓ ତା’ସତ୍ତ୍ୱେ ଆପଣାକୁ ହରାଏ, ଏହା କଦାପି ତାକୁ ଉପକାର ଦେବ ନାହିଁ I” (ଦେଖ: [[rc://*/ta/man/translate/figs-rquestion]]) # having gained the whole world ଜଗତରେ ପ୍ରତ୍ୟେକ ବିଷୟ ପାଇବା # destroying or losing himself ନିଜକୁ ଧ୍ଵଂସ କରିବା ବା ଆପଣା ଜୀବନ ତ୍ୟାଗ କରିବା