or_tn/luk/09/25.md

12 lines
772 B
Markdown
Raw Permalink Normal View History

2020-11-19 00:15:53 +00:00
# For what is a person profited ... but destroying or losing himself?
ଏହି ପ୍ରଶ୍ନର ବୁଝାପଡୁଥିବା ଉତ୍ତର ଏହି ଯେ ଏହା ଉତ୍ତମ ନୁହେଁ I ବିକଳ୍ପ ଅନୁବାଦ: “ଜଣେ ସମଗ୍ର ଜଗତ ଲାଭ କରେ ଓ ତା’ସତ୍ତ୍ୱେ ଆପଣାକୁ ହରାଏ, ଏହା କଦାପି ତାକୁ ଉପକାର ଦେବ ନାହିଁ I” (ଦେଖ: [[rc://*/ta/man/translate/figs-rquestion]])
# having gained the whole world
ଜଗତରେ ପ୍ରତ୍ୟେକ ବିଷୟ ପାଇବା
# destroying or losing himself
ନିଜକୁ ଧ୍ଵଂସ କରିବା ବା ଆପଣା ଜୀବନ ତ୍ୟାଗ କରିବା