or_tn/luk/09/16.md

16 lines
657 B
Markdown

# Then taking the five loaves
ଯୀଶୁ ପାଞ୍ଚୋଟି ରୋଟୀ ନେଲେ
# he looked up to heaven
ଏହା ଊର୍ଦ୍ଧ୍ୱକୁ, ଆକାଶ ଆଡକୁ ଦୃଷ୍ଟି କରିବା ବିଷୟକୁ ସୂଚାଏ I ଯିହୂଦୀମାନେ ବିଶ୍ୱାସ କରୁଥିଲେ ଯେ ଆକାଶ ଉପରେ ସ୍ୱର୍ଗ ରହିଛି I (ଦେଖ: [[rc://*/ta/man/translate/figs-explicit]])
# he blessed them
ଏହା ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛକୁ ବୁଝାଏ I
# to set before
ବଢ଼ାଇ ଦେବା ବା “ଦେବା”