# Then taking the five loaves ଯୀଶୁ ପାଞ୍ଚୋଟି ରୋଟୀ ନେଲେ # he looked up to heaven ଏହା ଊର୍ଦ୍ଧ୍ୱକୁ, ଆକାଶ ଆଡକୁ ଦୃଷ୍ଟି କରିବା ବିଷୟକୁ ସୂଚାଏ I ଯିହୂଦୀମାନେ ବିଶ୍ୱାସ କରୁଥିଲେ ଯେ ଆକାଶ ଉପରେ ସ୍ୱର୍ଗ ରହିଛି I (ଦେଖ: [[rc://*/ta/man/translate/figs-explicit]]) # he blessed them ଏହା ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛକୁ ବୁଝାଏ I # to set before ବଢ଼ାଇ ଦେବା ବା “ଦେବା”