or_tn/luk/09/16.md

657 B

Then taking the five loaves

ଯୀଶୁ ପାଞ୍ଚୋଟି ରୋଟୀ ନେଲେ

he looked up to heaven

ଏହା ଊର୍ଦ୍ଧ୍ୱକୁ, ଆକାଶ ଆଡକୁ ଦୃଷ୍ଟି କରିବା ବିଷୟକୁ ସୂଚାଏ I ଯିହୂଦୀମାନେ ବିଶ୍ୱାସ କରୁଥିଲେ ଯେ ଆକାଶ ଉପରେ ସ୍ୱର୍ଗ ରହିଛି I (ଦେଖ: rc://*/ta/man/translate/figs-explicit)

he blessed them

ଏହା ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛକୁ ବୁଝାଏ I

to set before

ବଢ଼ାଇ ଦେବା ବା “ଦେବା”