or_tn/luk/08/49.md

723 B

While he was still speaking

ଯୀଶୁ ସେହି ସ୍ତ୍ରୀ ସହିତ କଥାବାର୍ତ୍ତା କରୁଥିବାବେଳେ

the synagogue leader's house

ଏହା ଯାଇରସଙ୍କୁ ସୂଚାଏ ([ଲୂକ 8:41] (../ 08 / 41. ମଝି ) )

Do not trouble the teacher any longer

ଏହି ବକ୍ତବ୍ୟ ସୂଚାଏ ଯେ ଯୀଶୁ ବର୍ତ୍ତମାନ ଆଉ କିଛି ସାହାଯ୍ୟ କରିବା ପାଇଁ ସମର୍ଥ ହେବେ ନାହିଁ ଯେହେତୁ ଝିଅଟି ମୃତ ଅଟେ I (ଦେଖ: rc://*/ta/man/translate/figs-explicit)

the teacher

ଏହା ଯୀଶୁଙ୍କୁ ବୁଝାଏ