or_tn/luk/08/49.md

16 lines
723 B
Markdown
Raw Permalink Normal View History

2020-11-19 00:15:53 +00:00
# While he was still speaking
ଯୀଶୁ ସେହି ସ୍ତ୍ରୀ ସହିତ କଥାବାର୍ତ୍ତା କରୁଥିବାବେଳେ
# the synagogue leader's house
ଏହା ଯାଇରସଙ୍କୁ ସୂଚାଏ ([ଲୂକ 8:41] (../ 08 / 41. ମଝି ) )
# Do not trouble the teacher any longer
ଏହି ବକ୍ତବ୍ୟ ସୂଚାଏ ଯେ ଯୀଶୁ ବର୍ତ୍ତମାନ ଆଉ କିଛି ସାହାଯ୍ୟ କରିବା ପାଇଁ ସମର୍ଥ ହେବେ ନାହିଁ ଯେହେତୁ ଝିଅଟି ମୃତ ଅଟେ I (ଦେଖ: [[rc://*/ta/man/translate/figs-explicit]])
# the teacher
ଏହା ଯୀଶୁଙ୍କୁ ବୁଝାଏ