# While he was still speaking ଯୀଶୁ ସେହି ସ୍ତ୍ରୀ ସହିତ କଥାବାର୍ତ୍ତା କରୁଥିବାବେଳେ # the synagogue leader's house ଏହା ଯାଇରସଙ୍କୁ ସୂଚାଏ ([ଲୂକ 8:41] (../ 08 / 41. ମଝି ) ) # Do not trouble the teacher any longer ଏହି ବକ୍ତବ୍ୟ ସୂଚାଏ ଯେ ଯୀଶୁ ବର୍ତ୍ତମାନ ଆଉ କିଛି ସାହାଯ୍ୟ କରିବା ପାଇଁ ସମର୍ଥ ହେବେ ନାହିଁ ଯେହେତୁ ଝିଅଟି ମୃତ ଅଟେ I (ଦେଖ: [[rc://*/ta/man/translate/figs-explicit]]) # the teacher ଏହା ଯୀଶୁଙ୍କୁ ବୁଝାଏ