or_tn/luk/08/27.md

1.3 KiB

a certain man from the city

ଗରାଶ ନଗରୀର ଜଣେ ଲୋକ

a certain man from the city ... having demons

ସେହି ଲୋକ ଭୂତମାନଙ୍କରେ ପୂର୍ଣ୍ଣ ଥିଲା; ନଗରୀରେ ଭୂତମାନେ ନ ଥିଲେ I ବିକଳ୍ପ ଅନୁବାଦ: “ନଗରର ଜଣେ ଲୋକ ଥିଲା ଏବଂ ଏହି ଲୋକ ଭିତରେ ଭୂତମାନେ ଥିଲେ”

having demons

ଯିଏ ଭୂତମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥିଲା ବା “ଯାହାକୁ ଭୂତମାନେ ନିୟନ୍ତ୍ରିତ କଲେ”

For a long time he had worn no clothes ... but among the tombs

ଏହା ଭୂତଗ୍ରସ୍ତ ଲୋକର ପୃଷ୍ଠଭୂମିଜନିତ ତଥ୍ୟ ଅଟେ I (ଦେଖ rc://*/ta/man/translate/writing-background)

he had worn no clothes

ସେ ଲୁଗା ପିନ୍ଧି ନ ଥିଲା

the tombs

ଏହି ସ୍ଥାନଗୁଡିକରେ ଲୋକମାନେ ମୃତ ଶରୀରଗୁଡିକୁ ରଖନ୍ତି, ହୁଏତ ଗୁମ୍ଫାଗୁଡିକରେ ବା ଛୋଟ ଘରଗୁଡିକରେ ଯାହାକୁ ଜଣେ ଲୋକ ଆଶ୍ରୟ ଭାବରେ ବ୍ୟବହାର କରିପାରିବ I