# a certain man from the city ଗରାଶ ନଗରୀର ଜଣେ ଲୋକ # a certain man from the city ... having demons ସେହି ଲୋକ ଭୂତମାନଙ୍କରେ ପୂର୍ଣ୍ଣ ଥିଲା; ନଗରୀରେ ଭୂତମାନେ ନ ଥିଲେ I ବିକଳ୍ପ ଅନୁବାଦ: “ନଗରର ଜଣେ ଲୋକ ଥିଲା ଏବଂ ଏହି ଲୋକ ଭିତରେ ଭୂତମାନେ ଥିଲେ” # having demons ଯିଏ ଭୂତମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥିଲା ବା “ଯାହାକୁ ଭୂତମାନେ ନିୟନ୍ତ୍ରିତ କଲେ” # For a long time he had worn no clothes ... but among the tombs ଏହା ଭୂତଗ୍ରସ୍ତ ଲୋକର ପୃଷ୍ଠଭୂମିଜନିତ ତଥ୍ୟ ଅଟେ I (ଦେଖ [[rc://*/ta/man/translate/writing-background]]) # he had worn no clothes ସେ ଲୁଗା ପିନ୍ଧି ନ ଥିଲା # the tombs ଏହି ସ୍ଥାନଗୁଡିକରେ ଲୋକମାନେ ମୃତ ଶରୀରଗୁଡିକୁ ରଖନ୍ତି, ହୁଏତ ଗୁମ୍ଫାଗୁଡିକରେ ବା ଛୋଟ ଘରଗୁଡିକରେ ଯାହାକୁ ଜଣେ ଲୋକ ଆଶ୍ରୟ ଭାବରେ ବ୍ୟବହାର କରିପାରିବ I