or_tn/luk/08/27.md

24 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# a certain man from the city
ଗରାଶ ନଗରୀର ଜଣେ ଲୋକ
# a certain man from the city ... having demons
ସେହି ଲୋକ ଭୂତମାନଙ୍କରେ ପୂର୍ଣ୍ଣ ଥିଲା; ନଗରୀରେ ଭୂତମାନେ ନ ଥିଲେ I ବିକଳ୍ପ ଅନୁବାଦ: “ନଗରର ଜଣେ ଲୋକ ଥିଲା ଏବଂ ଏହି ଲୋକ ଭିତରେ ଭୂତମାନେ ଥିଲେ”
# having demons
ଯିଏ ଭୂତମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥିଲା ବା “ଯାହାକୁ ଭୂତମାନେ ନିୟନ୍ତ୍ରିତ କଲେ”
# For a long time he had worn no clothes ... but among the tombs
ଏହା ଭୂତଗ୍ରସ୍ତ ଲୋକର ପୃଷ୍ଠଭୂମିଜନିତ ତଥ୍ୟ ଅଟେ I (ଦେଖ [[rc://*/ta/man/translate/writing-background]])
# he had worn no clothes
ସେ ଲୁଗା ପିନ୍ଧି ନ ଥିଲା
# the tombs
ଏହି ସ୍ଥାନଗୁଡିକରେ ଲୋକମାନେ ମୃତ ଶରୀରଗୁଡିକୁ ରଖନ୍ତି, ହୁଏତ ଗୁମ୍ଫାଗୁଡିକରେ ବା ଛୋଟ ଘରଗୁଡିକରେ ଯାହାକୁ ଜଣେ ଲୋକ ଆଶ୍ରୟ ଭାବରେ ବ୍ୟବହାର କରିପାରିବ I