or_tn/luk/07/29.md

1.8 KiB

General Information:

ଏହି ପୁସ୍ତକର ଲେଖକ ଲୂକ ମନ୍ତବ୍ୟ ଦିଅନ୍ତି ଯେ କିପରି ଲୋକମାନେ ଯୋହନଙ୍କ ପ୍ରତି ଏବଂ ଯୀଶୁଙ୍କ ପ୍ରତି ପ୍ରତ୍ୟୁତ୍ତର ଦେଲେ I

When all the people ... God to be righteous

ଅଧିକ ସ୍ପଷ୍ଟ ହେବା ନିମନ୍ତେ ଏହି ପଦକୁ ପୂନଃଶୃଙ୍ଖଳିତ କରିହେବ I ବିକଳ୍ପ ଅନୁବାଦ: ଯୋହନଙ୍କ ଦ୍ୱାରା ଯେଉଁ ସମସ୍ତ ଲୋକମାନେ ଏପରିକି କରଗ୍ରାହୀମାନେ ସୁଦ୍ଧା ବାପ୍ତିଜିତ ହୋଇଥିଲେ ସେମାନେ ଯେତେବେଳେ ଏହା ଶୁଣିଲେ, ସେମାନେ ଘୋଷଣା କଲେ ଯେ ଈଶ୍ୱର ଧାର୍ମିକ ଅଟନ୍ତି”

declared God to be righteous

ସେମାନେ କହିଲେ ଯେ ଈଶ୍ୱର ଆପଣାକୁ ଧାର୍ମିକ ଭାବରେ ପ୍ରଦର୍ଶନ କରିଅଛନ୍ତି ବା “ସେମାନେ ଘୋଷଣା କଲେ ଯେ ଈଶ୍ୱର ଧାର୍ମିକ ଭାବରେ କାର୍ଯ୍ୟ କରିଅଛନ୍ତି”

having been baptized with the baptism of John

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “କାରଣ ସେମାନେ ଯୋହନଙ୍କୁ ଅନୁମତି ଦେଲେ ଯେପରି ସେ ସେମାନଙ୍କୁ ବାପ୍ତିଜିତ କରିବେ” ବା “ଯେହେତୁ ଯୋହନ ସେମାନଙ୍କୁ ବାପ୍ତିସ୍ମ ଦେଇଥିଲେ” (ଦେଖ: rc://*/ta/man/translate/figs-activepassive )