# General Information: ଏହି ପୁସ୍ତକର ଲେଖକ ଲୂକ ମନ୍ତବ୍ୟ ଦିଅନ୍ତି ଯେ କିପରି ଲୋକମାନେ ଯୋହନଙ୍କ ପ୍ରତି ଏବଂ ଯୀଶୁଙ୍କ ପ୍ରତି ପ୍ରତ୍ୟୁତ୍ତର ଦେଲେ I # When all the people ... God to be righteous ଅଧିକ ସ୍ପଷ୍ଟ ହେବା ନିମନ୍ତେ ଏହି ପଦକୁ ପୂନଃଶୃଙ୍ଖଳିତ କରିହେବ I ବିକଳ୍ପ ଅନୁବାଦ: ଯୋହନଙ୍କ ଦ୍ୱାରା ଯେଉଁ ସମସ୍ତ ଲୋକମାନେ ଏପରିକି କରଗ୍ରାହୀମାନେ ସୁଦ୍ଧା ବାପ୍ତିଜିତ ହୋଇଥିଲେ ସେମାନେ ଯେତେବେଳେ ଏହା ଶୁଣିଲେ, ସେମାନେ ଘୋଷଣା କଲେ ଯେ ଈଶ୍ୱର ଧାର୍ମିକ ଅଟନ୍ତି” # declared God to be righteous ସେମାନେ କହିଲେ ଯେ ଈଶ୍ୱର ଆପଣାକୁ ଧାର୍ମିକ ଭାବରେ ପ୍ରଦର୍ଶନ କରିଅଛନ୍ତି ବା “ସେମାନେ ଘୋଷଣା କଲେ ଯେ ଈଶ୍ୱର ଧାର୍ମିକ ଭାବରେ କାର୍ଯ୍ୟ କରିଅଛନ୍ତି” # having been baptized with the baptism of John ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “କାରଣ ସେମାନେ ଯୋହନଙ୍କୁ ଅନୁମତି ଦେଲେ ଯେପରି ସେ ସେମାନଙ୍କୁ ବାପ୍ତିଜିତ କରିବେ” ବା “ଯେହେତୁ ଯୋହନ ସେମାନଙ୍କୁ ବାପ୍ତିସ୍ମ ଦେଇଥିଲେ” (ଦେଖ: [[rc://*/ta/man/translate/figs-activepassive]] )