or_tn/luk/07/29.md

16 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏହି ପୁସ୍ତକର ଲେଖକ ଲୂକ ମନ୍ତବ୍ୟ ଦିଅନ୍ତି ଯେ କିପରି ଲୋକମାନେ ଯୋହନଙ୍କ ପ୍ରତି ଏବଂ ଯୀଶୁଙ୍କ ପ୍ରତି ପ୍ରତ୍ୟୁତ୍ତର ଦେଲେ I
# When all the people ... God to be righteous
ଅଧିକ ସ୍ପଷ୍ଟ ହେବା ନିମନ୍ତେ ଏହି ପଦକୁ ପୂନଃଶୃଙ୍ଖଳିତ କରିହେବ I ବିକଳ୍ପ ଅନୁବାଦ: ଯୋହନଙ୍କ ଦ୍ୱାରା ଯେଉଁ ସମସ୍ତ ଲୋକମାନେ ଏପରିକି କରଗ୍ରାହୀମାନେ ସୁଦ୍ଧା ବାପ୍ତିଜିତ ହୋଇଥିଲେ ସେମାନେ ଯେତେବେଳେ ଏହା ଶୁଣିଲେ, ସେମାନେ ଘୋଷଣା କଲେ ଯେ ଈଶ୍ୱର ଧାର୍ମିକ ଅଟନ୍ତି”
# declared God to be righteous
ସେମାନେ କହିଲେ ଯେ ଈଶ୍ୱର ଆପଣାକୁ ଧାର୍ମିକ ଭାବରେ ପ୍ରଦର୍ଶନ କରିଅଛନ୍ତି ବା “ସେମାନେ ଘୋଷଣା କଲେ ଯେ ଈଶ୍ୱର ଧାର୍ମିକ ଭାବରେ କାର୍ଯ୍ୟ କରିଅଛନ୍ତି”
# having been baptized with the baptism of John
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରିହେବ I ବିକଳ୍ପ ଅନୁବାଦ: “କାରଣ ସେମାନେ ଯୋହନଙ୍କୁ ଅନୁମତି ଦେଲେ ଯେପରି ସେ ସେମାନଙ୍କୁ ବାପ୍ତିଜିତ କରିବେ” ବା “ଯେହେତୁ ଯୋହନ ସେମାନଙ୍କୁ ବାପ୍ତିସ୍ମ ଦେଇଥିଲେ” (ଦେଖ: [[rc://*/ta/man/translate/figs-activepassive]] )