or_tn/luk/07/23.md

1.2 KiB

Blessed is anyone who does not take offense at me.

ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ମୋହର କାର୍ଯ୍ୟଗୁଡିକ ହେତୁ ଯେଉଁମାନେ ମୋ'ଠାରେ ବିଶ୍ୱାସ କରିବାରେ କ୍ଷାନ୍ତ ହୁଅନ୍ତି ନାହିଁ ଈଶ୍ୱର ସେମାନଙ୍କୁ ଆଶୀର୍ବାଦ କରିବେ” (ଦେଖ: rc://*/ta/man/translate/figs-activepassive)

Blessed is anyone who does not

ଯେଉଁ ଲୋକମାନେ ...ସେମାନେ ଧନ୍ୟ ବା “ଯେ କେହି ...କରେ ନାହିଁ ସେ ଧନ୍ୟ ବା “ଯିଏ ...କରେନାହିଁ ସେ ଧନ୍ୟ I” ଏହା କୌଣସି ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତି ନୁହେଁ I

not take offense at me

ଏହି ଦୁଇ ଥର ନାସ୍ତିସୂଚକ ବିଷୟର ଅର୍ଥ “ଯାହା ହେଲେ ମଧ୍ୟ ବିଶ୍ୱାସରେ ଲାଗି ରୁହେ” (ଦେଖ: rc://*/ta/man/translate/figs-doublenegatives)