# Blessed is anyone who does not take offense at me. ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ମୋହର କାର୍ଯ୍ୟଗୁଡିକ ହେତୁ ଯେଉଁମାନେ ମୋ'ଠାରେ ବିଶ୍ୱାସ କରିବାରେ କ୍ଷାନ୍ତ ହୁଅନ୍ତି ନାହିଁ ଈଶ୍ୱର ସେମାନଙ୍କୁ ଆଶୀର୍ବାଦ କରିବେ” (ଦେଖ: [[rc://*/ta/man/translate/figs-activepassive]]) # Blessed is anyone who does not ଯେଉଁ ଲୋକମାନେ ...ସେମାନେ ଧନ୍ୟ ବା “ଯେ କେହି ...କରେ ନାହିଁ ସେ ଧନ୍ୟ ବା “ଯିଏ ...କରେନାହିଁ ସେ ଧନ୍ୟ I” ଏହା କୌଣସି ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତି ନୁହେଁ I # not take offense at me ଏହି ଦୁଇ ଥର ନାସ୍ତିସୂଚକ ବିଷୟର ଅର୍ଥ “ଯାହା ହେଲେ ମଧ୍ୟ ବିଶ୍ୱାସରେ ଲାଗି ରୁହେ” (ଦେଖ: [[rc://*/ta/man/translate/figs-doublenegatives]])