or_tn/luk/07/23.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Blessed is anyone who does not take offense at me.
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ମୋହର କାର୍ଯ୍ୟଗୁଡିକ ହେତୁ ଯେଉଁମାନେ ମୋ'ଠାରେ ବିଶ୍ୱାସ କରିବାରେ କ୍ଷାନ୍ତ ହୁଅନ୍ତି ନାହିଁ ଈଶ୍ୱର ସେମାନଙ୍କୁ ଆଶୀର୍ବାଦ କରିବେ” (ଦେଖ: [[rc://*/ta/man/translate/figs-activepassive]])
# Blessed is anyone who does not
ଯେଉଁ ଲୋକମାନେ ...ସେମାନେ ଧନ୍ୟ ବା “ଯେ କେହି ...କରେ ନାହିଁ ସେ ଧନ୍ୟ ବା “ଯିଏ ...କରେନାହିଁ ସେ ଧନ୍ୟ I” ଏହା କୌଣସି ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତି ନୁହେଁ I
# not take offense at me
ଏହି ଦୁଇ ଥର ନାସ୍ତିସୂଚକ ବିଷୟର ଅର୍ଥ “ଯାହା ହେଲେ ମଧ୍ୟ ବିଶ୍ୱାସରେ ଲାଗି ରୁହେ” (ଦେଖ: [[rc://*/ta/man/translate/figs-doublenegatives]])